ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ରେଲୱେ ଓ ଜିଅାର୍‌ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଯାତ୍ରୀଙ୍କ ସୁରକ୍ଷା, ରେଳବାଇର ଭିତ୍ତିଭୂମିର ବିକାଶ, ନକ୍ସଲ ଅଂଚଳରେ ସୁରକ୍ଷିତ ରେଳ ଚଳାଚଳ ଓ ଭିଅାଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ଅାଲୋଚନା ହେଉଛି।

ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଥିବା ଏହି ବୈଠକରେ ଅାରପିଏଫର ତିନିଜଣ ଅାଇଜି, ଜିଅାରପିର ଏଡିଜି ଓ ଦୁଇଜଣ ଏସପି ଉପସ୍ଥିତ ଅଛନ୍ତି।

You might also like