• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବଲାଙ୍ଗିର : ବଲାଙ୍ଗିରରେ ନକଲି ହଳଦୀ କାରଖାନା ଠାବ। ବଲାଙ୍ଗିର କ୍ଲବପଡ଼ା ଠାରେ ଚାଲିଥିବା ଏକ ନକଲି ହଳଦୀ କାରଖାନା ଉପରେ ଚଢ଼ଉ କରିଛି ଟାଉନ ପୁଲିସ।

ଚଢ଼ଉବେଳେ ହଳଦୀ ଗୁଣ୍ଡ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଚାଉଳ ଗୁଣ୍ଡ ଓ କୁଣ୍ଡା ଜବତ ହୋଇଛି। ଚାଉଳଗୁଣ୍ଡ ଓ କୁଣ୍ଡା ମିଶାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ ହେଉଥିବା ଜଣାପଡିଛି।

ATM ବ୍ରାଣ୍ଡରେ ହଲଦୀଗୁଣ୍ଡ ପ୍ୟାକେଡ୍ କରି ବିକ୍ରି କରାଯାଉଥିଲା।  ଏକ୍ସପାଏରୀ ହୋଇଥିବା କିଛି ହଲଦୀଗୁଣ୍ଡର ପ୍ୟାକେଟ ଏବଂ ଖୋଲା ହଳଦୀଗୁଣ୍ଡ ମଧ୍ୟ ମିଳିଛି। ଟାଉନ ପୁଲିସ ଘଟଣାର ତଦନ୍ତ ଚଲାଇଥିବା ବେଳେ କମ୍ପାନୀର ମାଲିକ ରାକେଶ ଶର୍ମା ଏବଂ ଦୁଇଜଣ ଶ୍ରମିକଙ୍କୁ ଅଟକ ରଖିଛି ପୁଲିସ।

https://youtu.be/2Aybf420H3c

Raid-in-duplicate-turmeric-power-factory
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories