• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର :  ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ହେଭିୱେଟ୍ ନେତା। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ପଶ୍ଚିମ ଓଡ଼ିଶାର ୨ପ୍ରମୁଖ ସ୍ଥାନ ଭବାନୀପାଟଣା ଓ ରାଉରକେଲାରେ ଜୋରଦାର ପ୍ରସ୍ତୁତି।

୧୨ ଦିନ ଭିତରେ ତାଙ୍କର ଦୁଇ ଦୁଇ ଥର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୁରା ଜୋସ୍‌ରେ। ଏଥର ରାହୁଲଙ୍କ ଫୋକ୍ସରେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଭୋଟ୍ ବ୍ୟାଙ୍କ୍‌। ୨୦୧୦ ମସିହାରେ ନିୟମଗିରି ଆନ୍ଦୋଳନରେ ନିଜକୁ ଆଦିବାସୀଙ୍କ ସିପାହୀ କହି ସାମିଲ ହେବାର ପାଖାପାଖି ଏକ ଦଶନ୍ଧି ପରେ ଆଜି ଭବାନୀପାଟଣାରେ ସାଧାରଣ ସଭାରେ ଯୋଗ ଦେବେ ରାହୁଲ।

ପୂର୍ବାହ୍ନ ୧୧ଟାରେ ଭବାନୀପାଟଣା ଯାଇ ସାଧାରଣ ସଭାରେ ଯୋଗ ଦେବେ। ଏହି ସମାବେଶରେ ୯ଟି ଜିଲ୍ଲାର କଂଗ୍ରେସ କର୍ମୀ ଯୋଗ ଦେବେ। ପଞ୍ଚାୟତ ନିର୍ବାଚନରେ ବିଜେପି ବିଗ୍ରେଡ ମଜଭୁତ ହେବା ପରେ କଂଗ୍ରେସ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛି। ଆଜି ଭବାନୀପାଟଣା ଏବଂ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ରାହୁଲ ଗାନ୍ଧି ସାଧାରଣ ସଭାରେ ଚାଷ ଏବଂ ଚାଷୀ ସମସ୍ୟାକୁ ନିଜ ଅଭିଭାଷଣରେ ମୁଖ୍ୟ ପ୍ରସଙ୍ଗ କରିପାରନ୍ତି।

ତେବେ ପାଖାପାଖି ଏକ ଦଶନ୍ଧି ପରେ ରାହୁଲ ଗାନ୍ଧି କେବିକେକୁ ଆସୁଥିବାରୁ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

https://youtu.be/eDNnaPfx_ME

Rahul-gandhi-comes-odisha-today-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories