‘ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର’ : ଗଜପତି ମହାରାଜା

ପୁରୀ : ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତି ନେଇ ଗତକାଲିର ବିଭ୍ରାଟ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ।। ସେ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର। ୧୯୬୦ମସିହା ଠାରୁ ଏହି ଦାୟିତ୍ୱ ଗଜପତିଙ୍କ ଠାରୁ ନିଆଯାଇଛି।

ଗଜପତିଙ୍କ ସମୟରେ ସେବା ଓ ରାଜକାର୍ଯ୍ୟ ଶୀର୍ଷରେ ଥିଲା। ଗଜପତି ନିଜେ ମହାପ୍ରଭୁଙ୍କ ସେବାରେ ସମର୍ପିତ ଥିଲେ। ସେହି ପରମ୍ପରାକୁ ଏବେ ସ୍ମରଣ କରିବା ବାଞ୍ଛନୀୟ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।

You might also like