ବଦଳିଲେ ବାସେଳିସାହି ଥାନା IIC

ପୁରୀ: ପୁରୀ ବାସେଳିସାହି ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ବଳଙ୍ଗା ଆଇଆଇସି ସଞ୍ଜୀବ ପ୍ରଧାନଙ୍କୁ ବାସେଳିସାହି ଥାନା IIC ଭାବେ ଦାୟିତ୍ୱ ଦିଆଯାଇଛି। 

ସେହିପରି କୁମ୍ଭାରପଡ଼ା IIC କୁଳମଣି ସେଠୀଙ୍କର ବଳିଆପଣ୍ଡା ପୋଲିସ ଷ୍ଟେସନକୁ ବଦଳି କରାଯାଇଛି। କୁଳମଣି ସେଠୀଙ୍କୁ ବଳିଆପଣ୍ଡା ଥାନାର ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି।

You might also like