ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ତାତିଲେ ପରୀକ୍ଷାର୍ଥୀ
କଟକ : ଏ.ଏସ୍.ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ ପରୀକ୍ଷାର୍ଥୀ। ଏକା ଦିନରେ ତିନୋଟି ପରୀକ୍ଷା ରହୁଥିବାବେଳେ ସେଣ୍ଟର ବିଭିନ୍ନ ଯାଗାରେ ପଡିଥିବାରୁ ଏହାକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ। ଏନେଇ OPSC କାର୍ଯ୍ୟାଳୟ ଘେରାଉ କରିବାକୁ ଆସୁଥିବାବେଳେ ବାଟରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଏଥିରେ ବିଜେପିର ନେତା ସମୀର ଦେଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ। ଅନ୍ୟପଟେ ଓପିଏସସି କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନି।
କଟକ : ଏ.ଏସ୍.ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ ପରୀକ୍ଷାର୍ଥୀ। ଏକା ଦିନରେ ତିନୋଟି ପରୀକ୍ଷା ରହୁଥିବାବେଳେ ସେଣ୍ଟର ବିଭିନ୍ନ ଯାଗାରେ ପଡିଥିବାରୁ ଏହାକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ।
ଏନେଇ OPSC କାର୍ଯ୍ୟାଳୟ ଘେରାଉ କରିବାକୁ ଆସୁଥିବାବେଳେ ବାଟରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଏଥିରେ ବିଜେପିର ନେତା ସମୀର ଦେଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ। ଅନ୍ୟପଟେ ଓପିଏସସି କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନି।
https://youtu.be/3t9BTHm-83Y