• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଚଳିତ ୨୦୧୮ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ତାଲିକା ଘୋଷଣା କରାଯାଇଛି। ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ପ୍ରଫେସର ଦାଶରଥି ଦାସ ପାଇବେ ୨୦୧୮ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେ ତାଙ୍କ ପୁସ୍ତକ ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଡକ୍ଟର ଦାସ ବିଶେଷକରି ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବେ ଜଣାଶୁଣା। ସାହିତ୍ୟର ବିଭିନ୍ନ ଦିଗ ଓ ବିଷୟ ଉପରେ ଗବେଷଣାତ୍ମକ ପ୍ରବନ୍ଧମାନ ଲେଖି ସେ ଓଡ଼ିଆ ପାଠକମାନଙ୍କ ପାଖରେ ପରିଚୟ ସୃଷ୍ଟି କରିଛନ୍ତି। ଦୀର୍ଘଦିନ ଧରେ ସେ ଅଧ୍ୟାପନା ‍କ୍ଷେତ୍ରରେ କାର୍ଯ୍ୟ କରିଆସିଛନ୍ତି। ‘କବିସୂର୍ଯ୍ୟ କାବ୍ୟବିଭା’ ପରି ବହୁ ପୁସ୍ତକର ସେ ରଚୟିତା। ତାଙ୍କର ଆଉକିଛି ଲୋକପ୍ରିୟ ପୁସ୍ତକ ହେଲା- ମୃତ୍ୟୁଲୋକରେ ଋତୁ ସପ୍ତମ, କାବ୍ୟସମ୍ବାଦ, ଓଡ଼ିଆ ସାହିତ୍ୟ ଚିନ୍ତା, ଐତିହ୍ୟ ଓ ଆଧୁନିକତା, ବିଦଗ୍ଧ ମାନସ, ବିବିଧ ପ୍ରସ୍ତାବ, ସାହିତ୍ୟ ବିବେକ, ଆଧୁନିକ କାବ୍ୟ ଜିଜ୍ଞାସା- ଚିତ୍ରକଳ୍ପ।

Prof-dasarathi-das-to-get-central-sahitya-akademy-award-in-2018
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories