• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ଗତ ରାତିରୁ ଆରମ୍ଭ ହୋଇଛି ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ଭସାଣ ଉତ୍ସବ ପାଇଁ ଟ୍ୱିନ୍‌ସିଟିରେ ବ୍ୟାପକ ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି।

କଟକ ଦେବୀଗଡ଼ା ଘାଟରେ ସହରର ସମୁଦାୟ ୧୬୨ଟି ମେଢ଼ ବିସର୍ଜନ କରାଯିବ। ଏଥିପାଇଁ ଏଠାରେ ୩ଟି ଅସ୍ଥାୟୀ ପୋଖରୀ ତିଆରି ହୋଇଛି। ସହରର ସମସ୍ତ ମେଢ଼ କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର, ଦରଘାବଜାର ଓ ଚୌଧୁରୀ ବଜାର ଦେଇ ଦେବୀଗଡ଼ା ଘାଟକୁ ଯିବେ।

ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ସିସିଟିଭି ବ୍ୟବସ୍ଥା ସହ ୫୭ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ୩୦୦ ଅଫିସର, ୪ଜଣ ଅତିରିକ୍ତ ଡିସିପି, ୨କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି। ଭସାଣ ସମୟରେ ଡିଜେ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି। ଏକ ସ୍ୱତନ୍ତ୍ର ଟିମ୍ ସହ ପ୍ରଦୂଷଣ ବୋର୍ଡର ଜଣେ ଅଧିକାରୀ ଉପସ୍ଥିତ ଅଛନ୍ତି। ଭସାଣ ହେଉଥିବା ମୁଖ୍ୟରାସ୍ତାରେ ଦିନ ୧୧ଟାରୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିବ।

Procession-ceremony-of-goddess-durga-live-from-ranihat-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories