ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନମୁନା। ଭାରରେ ବୁହାହେଲେ ଗର୍ଭବତୀ। ମାଥିଲି ଥାନା ବନ୍ଧଗୁଡ଼ା ଗାଁର ଜଣେ ଗର୍ଭବତୀ ମହିଳା ଭାରାରେ ବୁହା ହୋଇଛନ୍ତି।

ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ କୈଣସି ବିକଳ୍ପ ନ ପାଇ ୩ କିଲୋମିଟର ଭାରରେ ଯାଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଏବେ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି।

 

You might also like