• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ସାଉଦି ଆରବରେ ଉତ୍କଳ ଦିବସ ପାଳନ କରାଯାଇଛି। ଓଡ଼ିଶା ଆସୋସିଏସନ୍ ଅଫ୍ ସାଉଦି ଆରବିଆ କଳିଙ୍ଗାନ୍-KSA ପକ୍ଷରୁ ଏହ ଦିବସ ପାଳନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଶିଳ୍ପପତି ଡକ୍ଟର ଦେବ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ଅନୁଷ୍ଠାନର ବାର୍ଷିକ ପତ୍ରିକା ଉନ୍ମୋଚନ କରିଥିଲେ। ତାଙ୍କ ବ୍ୟତୀତ ଓଲିଉଡ୍ ଅଭିନେତା ଜ୍ୟୋତି ରଞ୍ଜନ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରବାସୀ ଓଡ଼ିଆ ଓ କୁନିକୁନି ପିଲାମାନେ ଦେଶାତ୍ମବୋଧକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏଥି ସହ ସେମାନେ ବିଜୁ ବାବୁ ଓ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ଉପରେ ପର୍ଯ୍ୟବେଷିତ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ କରିଥିଲେ।

Pravasi-odias-utkal-divas-celebration-in-saudi-arabia
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories