ବାଲୁକା କଳାରେ ଅଭିନନ୍ଦନଙ୍କୁ ପ୍ରଶଂସା

ପୁରୀ: ବାଲୁକା କଳାରେ ଏୟାର୍‌ ଫୋର୍ସ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରଶଂସା କରାଯାଇଛି। ପୁରୀ ବେଳାଭୂମୀରେ ଅଭିନନ୍ଦନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ଗତକାଲି ସୀମାରେ ଅଦମ୍ୟ ସାହସ ଦେଖାଇ ଆକାଶ ମାର୍ଗରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନକୁ ଖସାଇ ଦେଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ତାଙ୍କୁ ନେଇ ସାରା ଦେଶ ଏବେ ଗର୍ବ କରୁଛି।

You might also like