• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଚଳିତମାସ ଶେଷ ସୁଦ୍ଧା ପିସିସିର ସମସ୍ତ କମିଟିର ପୁନଃଗଠନ ହେବ।  ପୂର୍ବଥର ଅପେକ୍ଷା ଏଥର କମିଟିର ରୂପରେଖ ଛୋଟ ହେବ ବୋଲି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି।  ପୂର୍ବରୁ ହୋଇଥିବା ବଡ଼ କମିଟିର ମୂଲ୍ୟ କେହି ବୁଝିଲେ ନାହିଁ ବୋଲି ସେ କହିଛନ୍ତି।  ତେବେ ଆସନ୍ତା ୨୧ରେ ସମସ୍ତ ନବ ନିଯୁକ୍ତ ଜିଲ୍ଲା ସଭାପତି ମାନଙ୍କ ବୈଠକ ଡକାଯାଇଛି।

ସେହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ନେଇ ଆଲୋଚନା ହେବ।  ଏହାଛଡ଼ା ବ୍ଲକ, ପଞ୍ଚାୟତ ଓ ବୁଥ ସ୍ତରରେ କମିଟି ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇସାରିଛି।  ଏହାଛଡ଼ା ପ୍ରଦୀପ କହିଛନ୍ତି, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଉପରେ ଆମେ ଆସ୍ଥା ପ୍ରକଟ କରୁଛୁ।  ଆଶା କରୁଛୁ ମିଳିମିଶି କାମ କଲେ ସଫଳ ହେବୁ । ତେବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ଆସନ୍ତା ଚାରି ଦିନ ଧରି ଓଡ଼ିଶା ଗସ୍ତରେ ରହିବେ ।

ସେ ବାଲେଶ୍ୱର ଓ ତିର୍ତ୍ତୋଲ ଗସ୍ତ କରି ପ୍ରଚାର କାର୍ଯ୍ୟକ୍ରମରେ ଭାଗ ନେବେ  ଆସନ୍ତାକାଲିଠାରୁ ଉପନିର୍ବାଚନରେ ପ୍ରଚାର ପାଇଁ ଦଳର ଷ୍ଟାର କ୍ୟାମ୍ପେନର ମାନେ ଗସ୍ତ କରିବେ ବୋଲି ପ୍ରଦୀପ ମାଝି ସୂଚନା ଦେଇଛନ୍ତି ।

Pradeep-majhi-statement-on-pcc-committee
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories