• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ନୟାଗଡ଼: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ହଟହଟା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ତାଲିମ ପରାମର୍ଶଦାତା ଓ ତାଙ୍କ ଟିମ୍। ଏମାନଙ୍କୁ ପ୍ରାୟ ୩ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଜ୍ୟ ସ୍ୱାସ୍ଥ୍ୟ ତାଲିମ୍ ପରାମର୍ଶ ଦାତା ବିଶ୍ୱଜିତ ଦାସ, ଅତିରିକ୍ତ ପରାମର୍ଶଦାତା ନିର୍ଦ୍ଦେଶକ କେ.କେ. ଦାସ ଟ୍ରେନିଂ ସମ୍ବନ୍ଧୀୟ ପରାମର୍ଶ ଦେବାକୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ।

ଏଠାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଅସନ୍ତୁଷ୍ଟ ଅଞ୍ଚଳବାସୀ ଖବର ପାଇ ଉଭୟ ପରାମର୍ଶଦାତାଙ୍କୁ ଘେରିଯାଇ ସ୍ୱାସ୍ଥ୍ୟକେନ୍ଦ୍ର କ୍ୟାମ୍ପସରେ ବସାଇ ଦେଇଥିଲେ। ଡାକ୍ତରଙ୍କ ମନମାନି, ନିରାମୟରେ ଘୋଟାଲା, ଗନ୍ଧମୟ ପରିବେଶ ଆଦି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏନେଇ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଲୋକେ ସେମାନଙ୍କୁ ଛାଡ଼ିଥିଲେ।

https://youtu.be/1Y5Yi7wHQ3s

Poor-health-service-odisha-health-training-advisor-his-team-detained-for-3-hours
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories