ଘଟଣାର ୩୬ ଘଣ୍ଟା ପରେ ବି ଜଣେ ହେଲେ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ

ସହିଦନଗର ଥାନା ଆକ୍ରମଣ ଘଟଣା

ଭୁବନେଶ୍ୱର : ମାଡ଼ ଖାଇ ବି ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଏତଲା ରୁଜୁ ହୋଇଛି। ହେଲେ ଘଟଣାର ୩୬ ଘଣ୍ଟା ପରେ ବି ଜଣେ ହେଲେ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ।

ଗତକାଲି ଠାରୁ ସିସିଟିଭି ଫୁଟେଜ ପାଇ ତଦନ୍ତ କରୁଥିବା ପୁଲିସ କାହାକୁ ଗିରଫ କରି ପାରିନାହିଁ। ଅଭିଯୁକ୍ତମାନେ ଶାସକ ଦଳର ହୋଇଥିବାରୁ, ପୁଲିସ ନିଜ ଉପରେ ହୋଇଥିବା ଆକ୍ରମଣକୁ ବି ହଜମ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ହୋଇଛି।

ରବିବାର ରାତି ସାଢ଼େ ୧୧ରୁ ୧୨ଟା ମଧ୍ୟରେ କିଛି ଦୁର୍ବୃତ୍ତ ସହିଦନଗର ଥାନା ଭିତରେ ପଶି ଏଏସ୍ଆଇ ଅଭୟ ରାଉତଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ପକାଇଥିଲେ।

ବାଇକ୍ ଓ କାର ମଧ୍ୟରେ ଧକ୍କାକୁ ନେଇ ଥାନା ଭିତରେ ହୋଇଥିଲା ତୁମୁଳକାଣ୍ଡ।

ଆହୁରି ପଢ଼ନ୍ତୁ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

You might also like