କଫ୍ ସିରପ୍ ସହିତ ଗଞ୍ଜେଇ ଜବତ

ପଦ୍ମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ୩ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି।  ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ପଦ୍ମପୁର ପୁଲିସ୍‌ ପକ୍ଷରୁ ରେଡ୍ କରାଯାଇଥିଲା।

ପାଇକମାଲରୁ ୨୩୦ଟି କଫ୍ ସିରପ ବୋତଲ, ୭ କେଜିରୁ ଅଧିକ ଗଞ୍ଜେଇ ଏବଂ ୩ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି।

You might also like