ଲୋକେ କହୁଥିଲେ କୁକୁଡ଼ା ଫାର୍ମ; କିନ୍ତୁ ଭିତରେ ଚାଲିଥିଲା ଏମିତି କାମ

ଗଞ୍ଜାମ: ବାହାରକୁ ଲୋକେ ଦେଖୁଥିଲେ କୁକୁଡ଼ା ଫାର୍ମ। କିନ୍ତୁ ଭିତରେ ଚାଲିଥିଲା ବେଆଇନ୍‌ କାମ। ଗଞ୍ଜାମ ଦିଗପହଣ୍ଡି ଥାନା ବୀରପାଟଣା ଗାଁରେ ଏକ କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରବାର ହେଉଥିବାର ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଚଢ଼ାଉ କରି ଏହି କାରଖାନା ଠାବ କରିଛି।

ଉକ୍ତ କାରଖାନାରୁ ୪୬ଟି କାର୍ଟୁନରେ ୨୨ ଶହ ନକଲି ବିଦେଶୀ ମଦ ବୋତଲ, ୮୦ ଲିଟର ନକଲି ମଦ, ସ୍ପିରିଟ୍, ମେସିନ୍, ଲେବୁଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ  କରିଛି ପୁଲିସ୍।  ଏହି ଘଟଣାରେ ସଂପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଦୀର୍ଘ ଦିନ ହେଲା ସଂପୃକ୍ତ ଫାର୍ମରେ ଏହି କାରବାର ଚାଲୁଥିବା ପୁଲିସ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like