ନାବାଳକକୁ ବନ୍ଦୀ ଜୀବନରୁ ମୁକ୍ତି ଦେଲା ପୁଲିସ୍

ରାଉରକେଲା: ବିନ୍ଦୀ ଜୀବନରୁ ନାବାଳକକୁ ମଳିଲା ମୁକ୍ତି। ଦୀର୍ଘ ୫ ବର୍ଷ ଧର ଜଣଙ୍କ ଘରେ ବନ୍ଦୀ ଥିବା ନାବାଳକକୁ ପୁଲିସ ଉଦ୍ଧାର କରିଛି। ଏଥିସହ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଉର୍‌କେଲାରେ ଘଟିଛି ଏଭଳି ଘଟଣ।

ଅଭିଯୋଗ ଅନୁସାରେ, ଗତ ୫ ବର୍ଷ ହେଲା ଏମାନେ ନାବାଳକକୁ ଘରେ ବନ୍ଦ କରି ରଖିଥିଲେ। ଏହାସହ ବିଭିନ୍ନ ଘର କାମରେ ନିୟୋଜିତ କରୁଥିଲ। ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଗତକାଲି ନାବାଳକକୁ ଉଦ୍ଧାର କରିଥିଲା। ଗିରଫ୍ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ ଏବଂ ଜୁଭେନାଇଲ୍ ଆକ୍ଟ ଭଳି ଦଫା ଲଗାଇଛି ପୁଲିସ୍। ତେବେ ନାବାଳକ ଜଣକ କିଏ ଏବଂ ତାଙ୍କ ଘର କେଉଁଠି ସେ ନେଇ ଖୋଳତାଡ଼ ଜାରି ରହିଛି।

ଆହୁରି ପଢ଼ନ୍ତୁ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା

ଉଗ୍ରରୂପ ନେଲା ଜନ୍ତାପାଇ ଘଟଣା ; ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ

You might also like