ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢ଼ଉ

କଟକ : କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁର ଗାଁରେ ବେଆଇନ ବାଣ କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି।  ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ସହ ବିସ୍ଫୋରକ ଜବତ ହୋଇଛି। ଥାନାରେ ୮ ବେପାରୀଙ୍କୁ ଅଟକ ରଖିଛି ପୁଲିସ୍।

ବେଆଇନ ବାଣ କାରଖାନା ସମ୍ପର୍କରେ ସୂଚନା ପାଇବା ୪ ପ୍ଲାଟୁନ୍ ଫୋର୍ସ ସହ ୧୦ ଅଫିସର ରାତି ଅଧରେ ଚଢ଼ଉ କରିଥିଲେ।

You might also like