• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଯାଜପୁର: ଯାଜପୁର ସୁକିନ୍ଦା ପୁଲିସର ଦାଦାଗିରି। ଗିରଫ କରିବାକୁ ଯାଇ ଅନ୍ୟ ଜଣଙ୍କ ଘରେ ପଶି ୧୨ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ନାବାଳିକା ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଏନେଇ ଯାଜପୁର ଏସ୍‌ପି ଚରଣ ସିଂହ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ। ଅଭିଯୋଗକାରିଣୀଙ୍କ କହିବାନୁଯାୟୀ ପୁଲିସ୍‌ ହଠାତ୍ ତାଙ୍କ ଘରକୁ ବୁଟ୍‌ ପିନ୍ଧି ପଶି ଆସିଥିଲେ। ପରେ ତାଙ୍କ କୁନି ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ଝିଅଟିର କାନ୍ଧରେ ଆଘାତ ଲାଗିବାରୁ ଝିଅଟି ଅସହାୟ ଯନ୍ତ୍ରଣା ଭୋଗ୍‌ କରୁଛି ବୋଲି ପୀଡ଼ିତାଙ୍କ ମାଆ କହିଛନ୍ତି।

ଅଭିଯୁକ୍ତ ପୁଲିସ ଜଣକ ହେଲେ ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳିଙ୍ଗନଗର ଅତିରିକ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ପି ଚରଣ ସିଂହ ମୀନା।

Police-push-a-12-year-old-girl-she-injured
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories