ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀଙ୍କ ମୃତ୍ୟୁ

ରାଉରକେଲା : ସଡ଼କ ଦୁର୍ଘଟଣାରେ ଥାନା ଅଧିକାରୀ ମୃତ। ରାଉରକେଲା ବିଶ୍ରା ଛକରେ ଦୁର୍ଘଟଣା ଘଟି କୁଆଁରମୁଣ୍ଡା ଧାନାଥିକାରୀ ମନୋଜ କୁମାର ନାୟକଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ଡ୍ୟୁଟି ସାରି ଫେରିବାବେଳେ ଦୁର୍ଘଟଣା ଘଟିଥିଲା।

ବିସ୍ରା ଛକରେ ଡିଭାଇଡରରେ କାର୍‌ ପିଟି ହୋଇ ଦୁର୍ଘଟଣା ଘଟିଥିଲା।

 

You might also like