• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:ମାତାଲ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ ! ନିଶାଗ୍ରସ୍ତ ହୋଇ ଡାକ୍ତର ଜଣେ ବ୍ୟକ୍ତିଙ୍କ ଘରକୁ ପଶି ତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ସହରରେ। ସ୍ଥାନୀୟ ଟାଉନ ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ଡାକ୍ତରଙ୍କ ନଁ ଅବିନାଶ ମିଶ୍ର ।

ରାତି ପ୍ରାୟ ୩ଟାରେ ରେଲେଓ୍ୱ ଷ୍ଟେସନ ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ନିଶାଶକ୍ତ ଅବସ୍ଥାରେ କେହି ଜଣେ ପଶି ଆସିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ପରେ PCR ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ କରିଥିଲା । ଯାଞ୍ଚ  ପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନସର ବିଭାଗ ନୋଡାଲ ଅଫିସର ଡାକ୍ତର ଅବିନାଶ ମିଶ୍ର ବୋଲି ପୁଲିସ ଜାଣିବାକୁ ପାଇଥିଲା। ଡାକ୍ତର ଅବିନାଶଙ୍କ ଗାଡିରୁ ଗୋଟିଏ ମଦ ବୋତଲ ପୁଲିସ ଜବତ କରିଛି। ଡାକ୍ତରଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।

Police-detained-a-drunkard-doctor-in-bolangir
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories