• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ମାଲକାନଗିରି : ପୁଲିସ କନଷ୍ଟେବଳଙ୍କ ସଫଳତା। ଅଙ୍ଗରକ୍ଷୀରୁ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ନିଳାଦ୍ରୀ ବିହାରୀ ଦାଡ଼ିଆ। OPSCରେ ୯୭ ରାଙ୍କ ପାଇ କୃତକାର୍ଯ୍ୟ ହୋଇଛନ୍ତି ନିଳାଦ୍ରୀ।

ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ୨୦୦୨ ମସିହାରେ ସେ କନଷ୍ଟେବଳ ଚାକିରିରେ ଯୋଗଦାନ କରିଥିଲେ। ୨୦୦୩ ମସିହାରେ ମାଓ ଦମନ ଲାଗି ହାଇଦ୍ରାବାଦରେ ଗ୍ରେହଣ୍ଟ ଟ୍ରେନିଂ ସାରି ମାଓବାଦୀ ଦମନ ଲାଗି ନକ୍ସଲ ଅପରେସନ ଆରମ୍ଭ କରାଯାଇଥିଲା। ପରେ ୨୦୦୯ରେ ସ୍ପେଶାଲ ସିକ୍ୟୁରିଟି ଉଇଙ୍ଗରେ ଯୋଗ ଦେବା ପରେ କୋରାପୁଟ ସାଂସଦ ଝିନ ହିକ୍‌କାଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟରତ ଥିଲେ।

ତେବେ ଚାକିରି ସମୟରେ ଓଏଏସ୍‌ ପରୀକ୍ଷାରେ ସଫଳତା ପାଇଥିବାରୁ ତାଙ୍କ ସାଥୀମାନେ ବେଶ ଖୁସି ଅଛନ୍ତି। ନିଳାଦ୍ରୀ ଭୁବନେଶ୍ୱରରୁ ମାଲକାନଗିରି ବସ୍‌ଷ୍ଟାଣ୍ଡ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Police-constable-success-in-oas-exam
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories