ଲକ୍‌ଡାଉନ୍ ବେଳେ ମଦ ଭାଟି ଖୋଲି ବନ୍ଧା ହେଲେ

ଅନୁଗୁଳ: ଲକ୍‌ଡାଉନ୍‌ ସମୟରେ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଅନୁଗୁଳ ପୁଲିସ୍‌ ୪୩ ଜଣଙ୍କୁ ଗିରଫ କରିଛି। ଅନୁଗୁଳ ସହର ଉପକଣ୍ଠ କରଡାଗାଡିଆରେ ମଦ କାରବାର ହେଉଥିବା ଖବର ପାଇ ଗତକାଲି ଏକ ଦେଶୀ ମଦଭାଟି ଉପରେ ପୁଲିସ୍‌ ଚଢାଉ କରିଥିଲା।

ଚଢାଉରେ ସମୟରେ ପୁଲିସ୍‌ ୪ହଜାର ୪୪୦ ଲିଟର ମଦ ସହ ୬ ହଜାର ଲିଟର ପାଉଚ୍‌ ଜବତ କରିଥିଲା। ଏହାସହ ମଦ ବ୍ୟବସାୟରେ ସମ୍ପୃକ୍ତ ବ୍ୟବସାୟୀ ବିକ୍ରମ ସାହୁ, ତାଙ୍କର ୧୨ ଜଣ କର୍ମଚାରୀ ଏବଂ କାରବାରରେ ସମ୍ପୃକ୍ତ ୩୦ ଜଣ ବ୍ୟବସାୟୀଙ୍କୁ ପୁଲିସ୍‌ ଗିରଫ କରିଛି।

ସେମାନଙ୍କ ନିକଟରୁ ୧୮ ଟି ବାଇକ, ୨୧ ଟି ମୋବାଇଲ ଫୋନ, ଗୋଟିଏ ଅଟୋ, ଏବଂ ଗୋଟିଏ କାର୍‌ ଜବତ ହୋଇଛି। ଲକ୍‌ଡାଉନ୍‌କୁ ନେଇ କଟକଣା ଜାରି ହୋଇଥିବା ସତ୍ତ୍ୱେ ମଦ କାରବାର ଚଲାଇଥିବାରୁ ପୁଲିସ୍‌ ଚଢାଉ କରିଥିଲା।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

You might also like