• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅନୁଗୁଳ(ବିରଜା ଦାସ): ଅନୁଗୁଳ-ଗୋପାଳପ୍ରସାଦ ରାସ୍ତାର ନତଡା ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ହଠାତ୍‌ ନିଆଁ ଲାଗିଯାଇଛି। ଗାଡ଼ି ଚାଳକ ଓ ସହଯୋଗୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଓଡି ୧୯- ୧୮୫୫ ନମ୍ବର ବିଶିଷ୍ଟଏକ ପିକ୍ଅପ୍ ଭ୍ୟାନ୍‌ ବ୍ୟବସାୟୀ ସାମଗ୍ରୀ ନେଇ ଅନୁଗୁଳରୁ ଗୋପାଳପ୍ରସାଦ ଅଭିମୁଖେ ଯାଉଥିବା ବେଳେ ନତଡା ନିକଟରେ ହଠାତ୍‌ ଗାଡ଼ିର ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିଲା।

ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ରାସ୍ତା କଡ଼ରେ ଗାଡ଼ି ଚାଳକ ପାର୍କ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

https://youtu.be/gDXOxBamauE

Pick-up-van-catches-fire-in-angul
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories