• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର : ରାଜଧାନୀ ଭବନେଶ୍ୱରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏଥିଯୋଗୁ ଭୁବନେଶ୍ୱରର କିଛି ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।  ଏସବୁ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି । ହାଟମାନଙ୍କୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ତାହାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ।

ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ  ଲୋକେ ଯେପରି ହଇରାଣ ନ  ହୁଅନ୍ତି ସେଥିପ୍ରତି ବିଏମସି ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଲକ୍‌ଡାଉନ୍‌ ବେଳେ ରାଜଧାନୀରେ ବସ୍ ଷ୍ଟପ୍‌ ଗୁଡ଼ିକରେ ତେଜରାତି ଓ ପନିପରିବା ମିଳିବ ବୋଲି ନିଷ୍ପତି ନିଆଯାଇଛି।।

ରାଜଧାନୀର ୧୦୦ଟି ବସ୍‌ ଷ୍ଟପରେ ଅସ୍ଥାୟୀ ଭେଣ୍ଡିଂ ସେଣ୍ଟର ଖୋଲିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାସହ ରାଜଧାନୀରେ ୪୪ଟି ଅସ୍ଥାୟୀ ମାର୍କେଟ୍ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି। ସହରର ବିଭିନ୍ନ ଓ୍ୱାର୍ଡରେ ଏହି ସବୁ ଅସ୍ଥାୟୀ ମାର୍କେଟ୍ ସକାଳ ୬ଟାରୁ ଦିନ ୧୧ଟା ଯାଏ ଖୋଲା ରହିବ।

People-will-get-grossery-and-vegtable-from-bus-stop
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories