ହଠାତ୍‌ ଆକାଶରୁ ଖସିଲା ବେଲୁନ୍‌, ଖଞ୍ଜା ଯାଇଥିଲା ଏହିସବୁ ଜିନିଷ…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ଅନ୍ତର୍ଗତ ସାନଡଙ୍ଗର ଗାଁରେ ଖସି ପଡ଼ିଥିବା ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ ଜିପିଏସ୍ ସିଷ୍ଟମ୍‌‌ ଓ ଇଲେକ୍ଟ୍ରୋନିକ୍ ସର୍କିଟ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଗତକାଲି କିଛି ମହିଳା ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍‌ ଆକାଶମାର୍ଗରୁ ଏକ ବଡ଼‌ ବେଲୁନ୍‌ ଖସି ଆସି ଚାଷ ଜମିରେ ପଡ଼ି ଫାଟି ଯାଇଥିଲା। ଏଥିରେ ଜିପିଏସ୍ ସିଷ୍ଟମ୍‌‌ ଓ ଇଲେକ୍ଟ୍ରୋନିକ୍ ସର୍କିଟ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଗାଁଲୋକେ ଆତଙ୍କିତ ହୋଇପଡ଼ିଥିଲେ।

electronic circuit

ଏନେଇ ଗାଁଲୋକେ ତୁଷୁରା ପୋଲିସ୍‌ ଖବରକୁ ଦେଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବେଲୁନ୍‌ ଓ ସେଥିରେ ଲାଗିଥିବା ଜିପିଏସ୍ ସିଷ୍ଟମ୍‌‌ ଓ ଇଲେକ୍ଟ୍ରୋନିକ୍ ସର୍କିଟକୁ ଜବତ କରିଛି।

gps system

ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଜିପିଏସ୍ ସିଷ୍ଟମ୍ ଖଞ୍ଜା ଯାଇଥିବା ବେଲୁନ୍‌ ଉଡାଉଥିଲା, ଏହାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like