• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ରାୟଗଡ଼ା: ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଦାବି ନେଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ। ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ନିକଟସ୍ଥ ରାଣୀପିଣ୍ଡା ସ୍କୁଲର ମୁଖ୍ୟ ଫାଟକରେ ଅଭିଭାବକମାନେ ତାଲା ପକାଇଛନ୍ତି।

୨୦୦୯ ମସିହାଠାରୁ ହାଇସ୍କୁଲ ଚାଲୁଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନାହାଁନ୍ତି। ମାତ୍ର ଦୁଇ ଜଣ ଶିକ୍ଷକଙ୍କ ଦ୍ୱାରା ସ୍କୁଲ ଚାଲିଛି। ଶିକ୍ଷକମାନେ ଅନେକ ସମୟରେ ଛାତ୍ରଛାତ୍ରୀଙ୍କୁ ଦୁର୍ବବ୍ୟହାର କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପାଠପଢ଼ା ହେଉନଥିବାରୁ ହାଇସ୍କୁଲରୁ ଏଯାଏଁ କେହି ଦଶମ ଶ୍ରେଣୀ ପାସ କରିନାହାନ୍ତି।

ତୁରନ୍ତ ସଂପୃକ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ସହ ଶିକ୍ଷକ ପଦବୀ ପୂରଣ କରିବାପାଇଁ ଦାବି କରିଛନ୍ତି। ସେପଟେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

People-in-ambadola-lock-school-demands-new-teacher-appointment
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories