• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର  : ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିବା ଓଡ଼ିଆ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଓ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। କୋରାପୁଟ ଅଭିମୁଖେ ଯାଉଥିବା ଟ୍ରେନ୍‌ଟି ଆଜି ରାତି ୮ଟାରେ ଭୁବନେଶ୍ୱରରୁ ଛାଡ଼ିବ। ଉକ୍ତ ଟ୍ରେନ୍‌ଟି ବ୍ରହ୍ମପୁର, ବିଜୟନଗରମ, ରାୟଗଡ଼ା ଦେଇ କୋରାପୁଟ ଯିବ।

ସେହିପରି ସମ୍ବଲପୁର ଅଭିମୁଖେ ଯିବାକୁ ଥିବା ଟ୍ରେନଟି ଆଜି ରାତି ୧୧ଟାରେ ପୁରୀରୁ ଛାଡ଼ିବ। ଉକ୍ତ ଟ୍ରେନ୍‌ଟି ଭୁବନେଶ୍ୱର, ଢେଙ୍କାନାଳ ଦେଇ ସମ୍ବଲପୁର ଯିବ। ଆଜି ଦିନକ ପାଇଁ ଏହି ଦୁଇ ସ୍ୱତନ୍ତ୍ର ଟ୍ରେନ୍‌ଟି ଗଡ଼ିବ।

ଖୋର୍ଦ୍ଧାରୋଡ଼-ଖଡ଼ଗପୁର ପାସେଞ୍ଜର ଆଜି ସଂଧ୍ୟା ସାଢ଼େ ୭ଟାରେ ଛାଡ଼ିବ। ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

Pecial-train-will-run-for-indian-job-aspirants
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories