ଭୁବନେଶ୍ୱର: ବିନ୍ଦୁସାଗରରେ ଏ ବର୍ଷ ପିଣ୍ଡଦାନ ବ୍ୟାନ୍। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ ବ୍ୟାନ୍ କଲା BMC। ଲୋକ ଗହଳିକୁ ଦୃଷ୍ଟିରେ ରଖି BMC କଟକଣା ଲଗାଇଛି।
ପ୍ରକାଶଥାଉକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବିବାହ ଆୟୋଜନ ଉପରେ କଟକଣା ଲଗାଯାଇଛି। ବିବାହ ପାଇଁ ୧୦୦ ଜଣ ଓ ଅନ୍ତିମ କ୍ରିୟା ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ଏପରିକି ବିବାହରେ ପ୍ରୋସେସନ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି।
https://twitter.com/bmcbbsr/status/1326452454423064577?s=20