• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ତେଲକୋଇ( ଚିନ୍ମୟ ସାହୁ) : ଡାକ୍ତରୀ ଚିକିତ୍ସାକୁ ଛାଡ଼ି ରୋଗୀଙ୍କୁ ଭଲ କରିବାକୁ ଗୁଣିଗାରେଡ଼ି ଉପରେ ବିଶ୍ୱାସ। ଡାକ୍ତରୀ ଚିକିତ୍ସା ବଦଳରେ ରୋଗୀଙ୍କୁ ଭଲ କରିବାକୁ ଚାଲିଛି ମନ୍ତ୍ର ପାଠ। ଗୁଣିଆକୁ ଡାକି ହେଉଛି ପୂଜାପାଠ । ରୋଗୀଙ୍କୁ ବସାଇ ପୂଜାପାଠ କରୁଛନ୍ତି ଗୁଣିଆ। ଏଭଳି ଏକ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ଅଂଚଳରୁ।

ସୂଚନା ମୁତାବକ, ବାଂଶପାଳ ବ୍ଲକ କାଦକଳା ଗାଁରେ ସୂର୍ଯ୍ୟ ମୁଣ୍ଡା ନାମକ ମହିଳାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ହେବା ପରେ ତାଙ୍କୁ ଚିକିତ୍ସା ଲାଗି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଜ୍ୱର ଭଲ ନହେବାରୁ ମହିଳା ଜଣଙ୍କୁ ମେଡିକାଲରୁ ଘରକୁ ନେଇ ଆସିଥିଲେ ପରିବାର ଲୋକେ। ଗାଁକୁ ପକ୍କା ରାସ୍ତା ନଥିବାରୁ ଲୋକମାନେ ମହିଳା ଜଣଙ୍କୁ ଭାରରେ ବୋହି ଆଣିଥିଲେ। ଏହାପରେ ଗୁଣିଆକୁ ଡାକି ପୂଜାପାଠ କରିଥିଲେ।

https://youtu.be/HfoCQUacXzk

Patients-with-black-magic-treatments
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories