• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ମାଲକାନଗିରି: ପୁଣି ଖଟିଆରେ ବୁହାହେଲେ ରୋଗୀ। ଗାଁକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଓ ଗାଡ଼ି ଆସିବାର ସୁବିଧା ନ ଥିବାରୁ ଖଟିଆରେ ରୋଗୀଙ୍କୁ ଡାକ୍ତରଖନା ନିଆଯାଇଛି।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୋବିନ୍ଦପାଲିର ଗୋଜିଆଗୁଡ଼ା ଗାଁର ଏହି ଘଟଣା ଘଟିଛି। ବର୍ଷା ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଆଜି ସକାଳେ ଲକ୍ଷ୍ମଣ ପାଙ୍ଗି ନାମକ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଖଟିଆରେ ତାଙ୍କୁ ମାଥିଲି ଡାକ୍ତରଖାନା ନିଆଯାଇଛି। ତାଙ୍କର ଅବସ୍ଥା ସଂକଟାପନ୍ନ ଅଛି।

ଗାଁକୁ ରାସ୍ତା ନିର୍ମାଣ କରାଯାଉଥିଲେ ବି ଠିକାଦାରଙ୍କ ମନମୁଖୀ କାମ ଓ ପ୍ରଶାସନର ଉଦାସୀନତା ଯୋଗୁଁ ରାସ୍ତା ନିର୍ମାଣ କାମ ସରି ନାହିଁ। ବର୍ଷା ପରେ ରାସ୍ତା କାଦୁଅ ପଚ ପଚ ହୋଇ ଯାଇଛି। ଅନ୍ୟପଟେ ଲଗାଣ ବର୍ଷା ପରେ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

Patient-carried-on-cot-to-hospital-again-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories