• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କଟକ: ଚୌଦ୍ୱାର କଜଳକଣା ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ତନାଘନା ଆରମ୍ଭ ହୋଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଆରଟିଓ ଦୀପ୍ତିରଞ୍ଜନ ପାତ୍ର। ଏମ୍ଭିଆଇ, ତଦନ୍ତକାରୀ ପୁଲିସ ଅଧତ୍କାରୀ ଏବଂ ଯନ୍ତ୍ରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଅନ୍ୟପଟେ ଦୁର୍ଘଟଣାରେ ଆହତ ୬ ଜଣଙ୍କ ଚିକିତ୍ସା ଏସିବିରେ ଚାଲିଛି।

ଅନୁଗୁଳରୁ କଟକ ଆସୁଥିବା ନୀଳକଣ୍ଠ ନାମକ ଘରୋଇ ବସ୍‌ଟି ଗତକାଲି ସଂଧ୍ୟାରେ କଜଳକଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ରାସ୍ତାରେ ଏକ ବାଲିଗଦା ଉପରେ ଚଢ଼ି ଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ଏଥିରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

ପୂର୍ବ ଖବରଟି ପଢ଼ନ୍ତୁ

Passenger-bus-overturns-near-choudwar-case-investigation-start11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories