ପଣ୍ୟ କାରବାରରେ ୧ ନମ୍ବର ପାରାଦୀପ ବନ୍ଦର

ପାରାଦୀପ: ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦରର ନୂଆ ରେକର୍ଡ । ପ୍ରଥମ ଥର ଲାଗି ଦେଶର ସମସ୍ତ ବୃହତ ବନ୍ଦର ମଧ୍ୟରେ ସର୍ବାଧିକ ପଣ୍ୟ କାରବାର କରି ପ୍ରଥମ ସ୍ଥାନ ଅଧିକାର କରିଛି ପାରାଦୀପ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ କାରବାରରେ ୨୫.୭୩ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ଦେଶର ଅନ୍ୟ ୧୧ଟି ବୃହତ ବନ୍ଦରକୁ ପଛରେ ପକାଇଛି।

୧ ନମ୍ବର ବନ୍ଦର ଭାବେ ଉଭା ହୋଇଛି ପାରାଦୀପ ବନ୍ଦର।  ମୁଖ୍ୟତଃ ଲୁହାପଥର, କୋଇଲା, ପେଟ୍ରୋଲିୟମ ତୈଳ, ଷ୍ଟିଲ ଭଳି ୪ ପ୍ରକାର ପଣ୍ୟଦ୍ରବ୍ୟ ଅଧିକ କାରବାର କରାଯାଇଛି । କରୋନା ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପାରାଦୀପ ବନ୍ଦର ଏଭଳି ସଫଳତା ପାଇଥିବା ବନ୍ଦର ଅଧ୍ୟକ୍ଷ କହିଛନ୍ତି ।

ଗତ ୩ ବର୍ଷ ଧରି ଲଗାତର ଭାବେ ପାରାଦୀପ ବନ୍ଦରରେ ପଣ୍ୟ କାରବାର ବାର୍ଷିକ ୧୦୦ ନିୟୁତ ମେଟ୍ରିକ ଟନ୍ ଟପିଛି ।

ଆହୁରି ପଢ଼ନ୍ତୁ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

୧୫ ହଜାର ଟଙ୍କାରେ ବିକ୍ରି ହେଲା ମାସେ ୭ ଦିନର ଶିଶୁକନ୍ୟା

ଖୋଲା ଜିପ୍‌ରେ ବସି ପ୍ରଚାର କଲେ ବେଣୁଧର

ଉପନିର୍ବାଚନ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ମଇଦାନକୁ ନଯାଇ ପ୍ରଚାର କଲେ ନବୀନ

ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨ ଲକ୍ଷ ୭୦, ୧୩୦କୁ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କୁ  ନିରଞ୍ଜନଙ୍କ ପ୍ରଶ୍ନ; ନିଜେ ସୁରକ୍ଷିତ ରହି ଲୋକଙ୍କୁ କାହିଁକି ବିପଦକୁ ଠେଲୁଛ ?

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଦିନକରେ ୧୧୦ ପଜିଟିଭ ଚିହ୍ନଟ

You might also like