ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି

ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି ।  ଭିଡିଓ କନଫରେନସିଂ ଜରିଆରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ହାଜର ହୋଇଛନ୍ତି ।

ଗତ କିଛି ଦିନ ତଳେ ଏହି ମାମଲାରେ ବ୍ୟକ୍ତିଗତ କିମ୍ବା ଭର୍ଚ୍ଚ୍ୟୁଆଲ ମୋଡ଼ରେ ଡିସେମ୍ବର ୧୪ରେ ହାଜର ହେବାକୁ ଭୁବନେଶ୍ୱର ଡିସିପିଙ୍କ ଜରିଆରେ କମିଶନ ଅଧ୍ୟକ୍ଷା ନୋଟିସ ଜାରି କରିଥିଲେ । ସେହି ଅନୁସାରେ ଆଜି ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଜଗୀ ।

You might also like