• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ: ଶୁଣାଣି ସମୟରେ କଳା କୋଟ୍ ଓ ଗାଉନ୍‌ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆଇନଜୀବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଛି।

କଳା କୋଟ୍, ଗାଉନ୍ ପରିବର୍ତ୍ତେ  ଧଳା ସାର୍ଟ, ପ୍ୟାଣ୍ଟ ଓ କମିଜ୍ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଧା ଧଳା ନେକ୍ ବ୍ୟାଣ୍ଡ୍‌ ପରିଧାନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି।  ପରବର୍ତ୍ତୀ ନୋଟିସ୍ ଯାଏ ଏହି ନିୟମ ପାଳନ କରିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି।

ଗତକାଲି ସୁପ୍ରିମକୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ ନିର୍ଦ୍ଦେଶ ଜାରି ହୋଇଛି। କଳା କୋଟ୍ ଓ ଜ୍ୟାକେଟ୍ ପିନ୍ଧିବା ଅନୁଚିତ୍ ବୋଲି ପ୍ରଧାନ ବିଚାରପତି କହିଥିଲେ।

Orissa-high-court-asks-advocates-not-to-wear-black-gown-and-coat-as-a-precautionary-measure-against-covid19
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories