ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ପରାମର୍ଶ

କଟକ: ମେଡିକାଲ୍‌ ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ ଏହାକୁ କ୍ୟାପିଟାଲ୍‌ ଲେଟର୍‌ରେ ଲେଖିବାକୁ ଡାକ୍ତରଙ୍କୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଏକ ଜାମିନ୍ ଆବେଦନ ମାମଲାର ରାୟ ପ୍ରକାଶ କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ।

ରାଜ୍ୟର ସବୁ ଡାକ୍ତର ପ୍ରେସ୍କ୍ରିପ୍‌ସନ୍‌ରେ ଔଷଧର ନାଁ ଲେଖିବା ବେଳେ କ୍ୟାପିଟାଲ୍‌ ଲେଟରରେ ଲେଖିବା ସହ ଭଲ ଅକ୍ଷରରେ ଲେଖିବାକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଫଳରେ ଏହାକୁ ଜଣେ ଭଲ ଭାବରେ ପଢ଼ି ପାରିବେ।

You might also like