ପଶ୍ଚିମବଙ୍ଗରୁ କେମିତି ଆସିଲେ କୋରାପୁଟର ପ୍ରଥମ ଆକ୍ରାନ୍ତ, ବିରୋଧୀ କଲେ ପ୍ରଶ୍ନ
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର। କରୋନା ପାଇଁ ଲକଡାଉନ୍ ଘୋଷଣା ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ପଶ୍ଚିମବଙ୍ଗରୁ କିପରି ଆସିଲେ ସେ ନେଇ ପ୍ରଶ୍ନ କରିଛନ୍ତି। ଏଥିସହ କୋରାପୁଟରେ ପହଞ୍ଚିବା ପରେ ତାଙ୍କୁ କାହିଁକି କ୍ୱାରେଣ୍ଟିନରେ ରଖାଯାଇ ନଥିଲା ତାର ତଦନ୍ତ ଦାବି କରିଛନ୍ତି॥ ଗତ ୨୭ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ […]
କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର।
କରୋନା ପାଇଁ ଲକଡାଉନ୍ ଘୋଷଣା ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ପଶ୍ଚିମବଙ୍ଗରୁ କିପରି ଆସିଲେ ସେ ନେଇ ପ୍ରଶ୍ନ କରିଛନ୍ତି। ଏଥିସହ କୋରାପୁଟରେ ପହଞ୍ଚିବା ପରେ ତାଙ୍କୁ କାହିଁକି କ୍ୱାରେଣ୍ଟିନରେ ରଖାଯାଇ ନଥିଲା ତାର ତଦନ୍ତ ଦାବି କରିଛନ୍ତି॥
ଗତ ୨୭ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।