ବୃଥାରେ ଯିବନି ଚାଷୀଙ୍କ ପରିଶ୍ରମ, ମନ୍ତ୍ରୀ ବତାଇଲେ ବାଟ

ଭୁବନେଶ୍ୱର: ଏଣିକି ଅନଲାଇନରେ ଚାଷୀଙ୍କ ପନିପରିବା ବିକ୍ରି ହେବ। କୃଷି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଏକ ମାର୍କେଟିଂ ୱେବସାଇଟ୍ ଆରମ୍ଭ ହୋଇଛି।  odi hort marketing.nic.in ନାଁରେ ଏହି ୱେବସାଇଟ୍‌କୁ ଆରମ୍ଭ କରାଯାଇଛି। ସାରା ରାଜ୍ୟର ଚାଷୀ ନିଜ ପନିପରିବା ସମ୍ପର୍କରେ ତଥ୍ୟ ଏଥିରେ ପ୍ରଦାନ କରିବେ। ଏହାସହ ୧୫ ଶହରୁ ଅଧିକ ବ୍ୟବସାୟୀ ଏଥିରେ ନାଁ ପଞ୍ଜୀକରଣ କରିଛନ୍ତି।

କେଉଁ ଅଞ୍ଚଳର କେଉଁ ଚାଷୀ ପାଖରେ କେତେ ପରିମାଣ ପରିବା ରହିଛି ସେ ସମ୍ପର୍କରେ ବିସ୍ତୁତ ତଥ୍ୟ ରହିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏପରି କରିବା ଦ୍ୱାରା ଚାଷୀଙ୍କ ପାଇଁ ବଜାର ସୃଷ୍ଟି ହେବ। ଲକଡାଉନ୍ ପରେ ବିଭିନ୍ନ ଅଞ୍ଚଳରେ ପରିବା ଚାଷୀ ହଇରାଣ ହେବା ସହ ପନିପରିବା ନଷ୍ଟ ହେଉଥିବା ଘଟଣା ସାମ୍ନାକୁ ଆସିଛି। ତେଣୁ ଏହି ୱେବସାଇଟ୍ ଦ୍ୱାରା ଚାଷୀଙ୍କୁ ସାହାଯ୍ୟ ହେବ ବୋଲି କୃଷି ମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

You might also like