• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ସରକାରୀ ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଆଜି ଯୋଗାଣ ବିଭାଗ ପକ୍ଷରୁ ମୈତ୍ରୀ ସେଣ୍ଟରରେ ପିଆଜ ବିକ୍ରି ଆରମ୍ଭ ହୋଇଛି। କଟକରେ ୩ଟି ସ୍ଥାନରେ ମୈତ୍ରୀ ସେଣ୍ଟର ଖୋଲି ଖାଉଟୀଙ୍କୁ ପିଆଜ ବିକ୍ରି କରାଯାଇଛି। କଲେଜ ଛକ, ବକ୍ସିବଜାର, ସିଡିଏ ଅଞ୍ଚଳରେ କିଲୋ ପ୍ରତି ୪୯ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି। ଜଣକ ପିଛା ୨ କିଲୋ ପିଆଜ ଦିଆଯାଉଥିବା ବେଳେ ଏଥିପାଇଁ ରାସନ କାର୍ଡ ଦେଖାଇବାର ଆବଶ୍ୟକତା ନାହିଁ ବୋଲି ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି।

ଆବଶ୍ୟକ ହେଲେ ସହରର ଅନ୍ୟ ଅଞ୍ଚଳରେ ମୈତ୍ରୀ ସେଣ୍ଟର ଖୋଲାଯାଇ ପିଆଜ ବିକ୍ରି କରାଯିବ। ରାଜ୍ୟରେ ପିଆଜର ଦର ଅହେତୁକ ବୃଦ୍ଧି ପରେ ମୈତ୍ରୀ ଓ ସୁଲଭ ଦୋକାନରେ ପିଆଜ ବିକ୍ରି ଲାଗି ଗତକାଲି ଯୋଗାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Onion-available-in-outlet-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories