ବନ୍ଧା ହେଲା ରାଜଧାନୀର ଯୌନ ପିପାସୁ

ଭୁବନେଶ୍ୱର: ଗିରଫ ହେଲ ରାଜଧାନୀର ଯୌନ ପିପାସୁ। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାର ଅଭିଯୁକ୍ତକୁ କମିଶନରେଟ୍ ପୁଲିସ୍‌ ଗିରଫ କରିଛି। ତେବେ ଟିଆଇ ପରେଡ୍ ପରେ ଅଭିଯୁକ୍ତର ନାଁ ପ୍ରକାଶ କରାଯିବ ବୋଲି ପୁଲିସ୍‌ କହିଛି।

ଗତ କିଛି ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିଲେ ଉକ୍ତ ବ୍ୟକ୍ତି ଜଣକ। ନାବାଳିକା ଜଣକ ଟ୍ୟୁସନ୍‌ ଯାଉଥିବା ବେଳେ ଉକ୍ତ ବ୍ୟକ୍ତି ତାଙ୍କୁ ପିଛା କରିବା ପରେ, ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲେ। ସିସିଟିଭିରେ ଅସଦାଚରଣ ବେଳର ଦୃଶ୍ୟ କଏଦ ହୋଇଥିଲା।

ଏନେଇ ନାବାଳିକାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ପ୍ରାୟ ଏକ ସପ୍ତାହ ପରେ ମଧ୍ୟ ପୁଲିସ୍‌  ଅଭିଯୁକ୍ତକୁ ଚିହ୍ନଟ କରିପାରି ନ ଥିଲା। ତେବେ ଏନେଇ ଓଟିଭିରେ ଖବର ପ୍ରସାରଣ ପରେ କମିଶନରେଟ ପୁଲିସ୍‌ ତତ୍ପର ହୋଇଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ପିଲାଙ୍କୁ ଏକୁଟିଆ ଛାଡୁଥିଲେ ସାବଧାନ୍‌; ଭୁବନେଶ୍ୱରରେ ବୁଲୁଛନ୍ତି ଯୌନ ପିପାସୁ!

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like