• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯାଜପୁର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସାନ ଭଉଣୀର ମୃତ୍ୟୁ ହୋଇ ଥିବାବେଳେ ବଡ଼ ଭଉଣୀ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ନେଉଳପୁର ଗାଁର ଶ୍ୱେତା ବେହେରା। ତାଙ୍କ ବଡ଼ ଭଉଣୀ ସଙ୍ଗୀତା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ତାଙ୍କୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଶ୍ୱେତା ଓ ସଙ୍ଗୀତା ସ୍କୁଟିରେ ଜାରକା ଯାଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ସେମାନଙ୍କର ସ୍କୁଟି ପିଟି ହୋଇଯାଇଥିଲା।

ଘଟଣାସ୍ଥଳରେ ସାନ ଭଉଣୀ ଶ୍ୱେତାଙ୍କର ମୃତ୍ୟୁ ହୋଇଥିବାବେଳେ ବଡ଼ ଭଉଣୀ ସଙ୍ଗୀତା ଗୁରୁତର ଆହତ ହୋଇଛନ୍ତି।

One-died-and-one-critical-in-an-accident-in-jajpur
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories