ରାଉରକେଲା ଭଞ୍ଜଭବନରେ ଦିନିକିଅା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ

ରାଉରକେଲା  : ରାଉରକେଲା ଭଞ୍ଜଭବନରେ ଦିନିକିଅା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଫିଲ୍ମ କ୍ଳବ ଓ ଫିଲ୍ମ ଅାସୋସିଏସନ୍ ଏହାକୁ ଅାୟୋଜନ କରିଥିଲା। ଏହି ଅବସରରେ ସହର ଏବଂ ଏହାର ଅାଖପାଖ ଅଞ୍ଚଳର ବହୁ କଳାକାର ଯୋଗ ଦେଇଥିଲେ।

ଏହି ଅବସରରେ ସଟ୍ ଫିଲ୍ମ, ମଡେଲିଙ୍ଗ ପ୍ରଭୃତି ପରିବେଷଣ ହୋଇଥିଲା। ନୂଅା ନୂଅା କଲେକ୍‌ସନକୁ ନେଇ ମଡେଲର ମାନେ ନିଜର କଳା ଚାତୁରୀ ପରିବେଷଣ କରିଥିଲେ। ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା।

You might also like