• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ପୁଣି ଥରେ ରାଜ୍ୟକୁ ଆସିବ କରୋନା ଟିକା କୋଭାକ୍ସିନ। ଆସନ୍ତା ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି। ଆଜି ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ। ପୂର୍ବ ଭଳି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହିଁ ଦଆଯିବ ବୋଲି ସୂଚନା ରହିଛି। ତେବେ ଏଣିକି ସିଏଚସିରେ ସପ୍ତାହକୁ ତିନି ଦିନ ଟିକାକରଣ ହେବ।

କେନ୍ଦ୍ର ସକାରଙ୍କ ଗାଇଡ୍ଲାଇନ ଅନୁସାରେ ସିଏଚ୍ସିରେ ଅନ୍ୟ ରୋଗୀଙ୍କ ଚିକିତ୍ସା ସହ ଟିକାକରଣ କରାଯିବ। ସୋମବାର, ଗୁରୁବାର, ଶନିବାର ଟିକା ଦିଆଯିବ। ଏହି ୩ ଦିନ ଟିକା ଦିଆଯିବ ହେଲେ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟି ଦିନ ବ୍ୟତିତ୍ ଅନ୍ୟ ସମସ୍ତ ଦିନରେ ପୂର୍ବ ଭଳି ଟିକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଏହାସହ ଗତକାଲି ୪୩୬ ସେସନ୍ସରେ ୪୪,୮୮୦ ଜଣଙ୍କୁ ଟିକା ଦିଆଯାଇଛି। ୨୧ ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍ ୧ ଲକ୍ଷ ୧୩ ହଜାର ୬୨୩ ଜଣଙ୍କୁ ଟିକା ଦିଆଯାଇଛି।

ତେବେ  ରାଜ୍ୟରେ ଜାରି ରହିଛି କୋଭିଡ୍ ଟିକାକରଣ ଅଭିଯାନ। ପ୍ରଥମ ପର୍ଯ୍ୟାୟ ଟିକାକରଣର ଗତକାଲି  ପଞ୍ଚମ ଦିନରେ ସର୍ବାଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ଗତକାଲି ୪୩୬ଟି ସେସନରେ ୩୭ ହଜାର ୭୬ ଜଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୬୮ ହଜାର ୭୪୩ ଜଣଙ୍କୁ ଟିକାକରଣ କରାଗଲାଣି।

Once-again-the-corona-vaccine-will-come-to-the-state
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories