ଯୁବତୀଙ୍କ ଅଭିଯୋଗ-ପିଣ୍ଟୁ ମୋତେ ଟଣାଓଟରା କଲେ, ପିଣ୍ଟୁ ରଖିଲେ ଏମିତି ଉତ୍ତର…

ଭୁବନେଶ୍ୱର: ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ଶୁଟିଂ ସେଟ୍‌କୁ ଡାକି ପିଣ୍ଟୁ ଦୁର୍ବ୍ୟବହାର, ଟଣାଓଟରା ଓ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ପିଣ୍ଟୁ କହିଛନ୍ତି, ‘ସମ୍ପୃକ୍ତ ଯୁବତୀଙ୍କୁ ମୁଁ ଚିହ୍ନି ନାହିଁ କି ତାଙ୍କ ସହ କଥା ହୋଇନି।ଯୁବତୀଙ୍କୁ ଜୁନିଅର ଆର୍ଟିଷ୍ଟ ସପ୍ଲାୟର ଶୁଟିଂ ସେଟ୍‌କୁ ଆଣିଥିଲେ। ଆଣିଥିବା ବ୍ୟକ୍ତିଙ୍କ ସହ ଯୁବତୀଙ୍କର ପାଟିତୁଣ୍ଡ ହୋଇଥିବା ଜାଣିବାକୁ ପାଇଥିଲି।”

ପିଣ୍ଟୁ ଆହୁରି କହିଛନ୍ତି, “ମୁଁ ତାଙ୍କୁ(ଯୁବତୀ) କେବେ ଆଗରୁ ଦେଖିନାହିଁ। ୨୫ ବର୍ଷର କ୍ୟାରିୟରରେ ମୋ ବିରୋଧରେ କୌଣସି ଅଭିଯୋଗ ନାହିଁ। ଯୁବତୀ ଜଣକ ଥାନାରେ କାହିଁକି ମୋ ବିରୋଧରେ ଅଭିଯୋଗ କଲେ, ତାହା ମୁଁ ଜାଣିନାହିଁ।”

ପଢ଼ନ୍ତୁ: ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like