ନଈରେ ବନ୍ୟାପାଣି ଚାଲୁଥିବା ବେଳେ ପୋଲ ଉପରୁ ଖସିପଡ଼ିଲେ ବୃଦ୍ଧା

ତେଲକୋଇ (ଚିନ୍ମୟ କୁମାର ସାହୁ): ତେଲକୋଇ ବଜାର ପାଖରେ ଥିବା ସମାକୋଇ ନଦୀ ପୋଲ ଉପରୁ ଆଜି ଅପରାହ୍ନରେ ଜଣେ ବୃଦ୍ଧା ଖସି ପଡ଼ି ଭାସି ଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ତେବେ ବୃଦ୍ଧାଙ୍କର  ଏଯାଏ କୌଣସି ଖୋଜ୍ ଖବର ମିଳି ନଥିବା ବେଳେ ସେ ଘୋଡ଼ାଇ ହେଉଥିବା ଏକ ଚାଦର ଉଦ୍ଧାର କାର୍ଯ୍ୟ ବେଳେ ମିଳିଛି।

ବୃଦ୍ଧା ଜଣକ ତେଲକୋଇ ବଜାର ଆସି ଚାଲି ଚାଲି ଫେରୁଥିବା ବେଳେ ଏପରି ଅଘଟଣ ଘଟଥିବା ଅନୁମାନ କରାଯାଉଛି। ବୃଦ୍ଧାଙ୍କ ପ୍ରକୃତ ପରିଚୟ ମିଳି ପାରି ନ ଥିବା ବେଳେ ସେ ପୋଲ ନିକଟସ୍ଥ ମଧୁସୂଦନପୁର ଜୁଆଙ୍ଗ ସାହିର ବୋଲି ଅନୁମାନ କରାଯାଉଛି। ବୃଦ୍ଧା ପୋଲରୁ ଖସିପଡ଼ିବା ବେଳେ ଜଣେ ଯୁବକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ

ଏମିତି ଡାକ୍ତର: କିଏ ଲାଞ୍ଚ ମାଗୁଛନ୍ତି ତ ଆଉ କିଏ କ୍ୟାନ୍‌ସର ରୋଗୀ ବୋଲି ଚାକିରିରୁ ବାହାର କରିଦେଉଛନ୍ତି

ସଙ୍ଗଠନର ପୁନର୍ଗଠନ କରିବ କଂଗ୍ରେସ; ଏଥର ଯୋଜନା କିଛି ଏମିତି

ବଦଳିବ ଭୁବନେଶ୍ୱର ରେଳ ଷ୍ଟେସନ; ଏମିତି ହେବ ଷ୍ଟେସନ୍‌ର ରୂପରେଖ

ଜେଲ୍‌ ଗଲେ ଓସିଏ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା

ମୋହାଲି ମ୍ୟାଚ୍‌ରେ ଏକାଧିକ ରେକର୍ଡ କଲେ କୋହଲି

ନନ୍ଦନକାନନରେ ପୁଣି ହାତୀ ମୃତ୍ୟୁ

ପାଟଣାଗଡ଼ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କ ହତ୍ୟା ଘଟଣାରେ ୪ ଗିରଫ

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବଟି ଆଦାୟ ଅଭିଯୋଗ

ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ

ପୁଲିସ ହାତରେ ହାଡକୋର ପିଏଲ୍‌ଏଫଆଇ କମାଣ୍ଡର

ମରଣ ଫାଶରେ ପୁଅକୁ ଦେଖି ଜୀବନକୁ ବାଜି ଲଗାଇ ଦେଲା ମାଆ

ଆଶୀର୍ବାଦଙ୍କ ଚିଟ୍‌ଫଣ୍ଡ ଲିଙ୍କ୍ ଓ ସିବିଆଇ ତଦନ୍ତର ପୂରା ଘଟଣାକ୍ରମ ଏମିତି

You might also like