ଚିିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗ ଘଟଣା

ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ ଇମ୍ଫା ଅଧିକାରୀ

ପୁରୀ : ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ ଇମ୍ଫା ଅଧିକାରୀ। ପୁରୀରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି ଇମ୍ଫା ଅଧିକାରୀ।  ପୁରୀ ଯାଇ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନୋଟିସ୍ କ୍ରମେ ହାଜର ହୋଇଥିବା ଜଣାପଡିଛି।

ଚିଲିକା ଉପରେ ହେଲିକର ଉଡ଼ିବା ଅଭିଯୋଗ ମାମଲାରେ ନୋଟିସ୍ କରିଥିଲା ପୁରୀ ପୁଲିସ। ପାଇଲଟ, ଦୁଇ ସହଯାତ୍ରୀ ଓ ଇମ୍ଫା ଅାଭିଏସନକୁ ନୋଟିସ୍ କରାଯାଇଥିଲା। ଏହି ମାମଲାକୁ ନେଇ ପୁରୀ ପୁଲିସ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଓ ହ୍ୟାଙ୍ଗରକୁ ସିଜ୍ କରିଛି।

You might also like