ସଂସଦରେ ନିଜର କଳା ପ୍ରଦର୍ଶନ ପାଇଁ ଓଡ଼ିଶାର ୭ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିଲା ସୁଯୋଗ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ସଂସଦରେ ନିଜର କଳା ପ୍ରଦର୍ଶନ କରିବେ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ। ଟିଟିଲାଗଡ଼ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ସୁଯୋଗ ମିଳିଛି।

ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମୋଟ୍‌ ୭ ଜଣ ପିଲାଙ୍କୁ ଚୟନ କରାଯାଇଛି। ଏହି ପିଲାମାନେ ଶୁଣି ପାରନ୍ତି ନାହିଁ ହେଲେ ମ୍ୟୁଜିକ୍‌ର ତାଳେ ତାଳେ ଭଲ ଡ୍ୟାନ୍ସ କରିପାରନ୍ତି।

You might also like