ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷକଙ୍କ ଚିଠି

କଟକ(ଗୌତମ ପଣ୍ଡା): ଆଇନଜୀବୀଙ୍କର ଏକାଧିକ ଦାବି ପୂରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷକଙ୍କ ଚିଠି। ରାଜ୍ୟ ସରକାର ଡାକ୍ତର, ଯନ୍ତ୍ରୀ, ଅଧ୍ୟାପକ, ଶିକ୍ଷକ ଓ ସାମ୍ବାଦିକଙ୍କ ଭଳି ବିଭିନ୍ନ ବର୍ଗର ବୃତ୍ତିଧାରୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଆଇନଜୀବୀଙ୍କ ଗୋଟିଏ ହେଲେ ବି ଦାବି ପୂରଣ ହୋଇନଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶା ଆଡଭୋକେଟ୍‌ସ୍ ୱେଲ୍‌ଫେୟାର ଫଣ୍ଡ୍‌ ଆକ୍ଟ ୧୯୮୭ର ଆବଶ୍ୟକୀୟ ସଂଶୋଧନ କରି ଅବସରପ୍ରାପ୍ତ ବା ମୃତ୍ୟୁବରଣ କରୁଥିବା ଆଇନଜୀବୀମାନଙ୍କୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ରାଶି ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ନୂଆ କରି ଆଇନ୍‌ ସେବା କ୍ଷେତ୍ରରେ ଯୋଗ ଦେଉଥିବା ଆଇନଜୀବୀଙ୍କ ଲାଗି ମାସିକ ୧୦ ହଜାର ଟଙ୍କା ଲେଖାଏ ୫ ବର୍ଷ ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ୍‌ ପ୍ରଦାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି।       ୱେଲ୍‌ଫେୟାର ଏକାଡେମୀ ପ୍ରତିଷ୍ଠା ପାଇଁ ୨ ଏକର ଜମି ଯୋଗାଇ ଦେବା ପାଇଁ ବାର୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like