• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ଵର: ରାଜ୍ୟରେ ପ୍ଲାଜମା ଥେରାପିର ଅପାର ସଫଳତା। ରାଜ୍ୟରେ ହଜାରେ ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ଵିଟ୍ କରି କୁହାଯାଇଛି ଯେ, ରାଜ୍ୟରେ ଏବେ ସୁଦ୍ଧା ୧୦୦୦ ଜଣ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇ ଚିକିତ୍ସା କରାଗଲାଣି।

https://twitter.com/HFWOdisha/status/1306421419941666816?s=20

ଏହାକୁ ଦେଖି ସରକାରୀ ଓ ବେସରକାରୀ କୋଭିଡ୍ ଚିକିତ୍ସାଳୟରେ ପ୍ଲାଜମା ମିଳିବାର ବନ୍ଦୋବସ୍ତ କରାଯାଇଛି।  ଯିଏ ଆବଶ୍ୟକ କରିବେ, ତାଙ୍କୁ ପ୍ଲାଜମା ଚିକିତ୍ସା କରାଯିବ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ହଜାରେ ଜଣଙ୍କୁ ପ୍ଲାଜମା ଚିକିତ୍ସା କରିବାର ଶ୍ରେୟ ପ୍ଲାଜମା ଥେରାପି ଟିମକୁ ଯାଉଛି ବୋଲି ମଧ୍ୟ କୁହାଯାଇଛି। 

ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ କରୋନା ଟେଷ୍ଟ ୫୧ ହଜାର ୮୨୪ ଅତିକ୍ରମ କରିଛି ୨୪ ଘଣ୍ଟାରେ ୯୩୫୨ଟି RTPCR, ଆଣ୍ଟିଜେନ୍- ୪୨,୩୬୬ଟି ଓ ଟ୍ରୁନଟ ପରୀକ୍ଷା ୧୦୬ ହୋଇଛି।

https://www.youtube.com/watch?v=kcr955Ru_mA

Odisha-sets-milestone-by-conducting-1000-plasma-therapies-for-covid19-treatment
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories