Coronavirus Odisha News: ୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ ପୁଣି ୨୪ ଘଣ୍ଟା ଭିତରେ ୪ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟିନରୁ ୨୪୫୩ ଏବଂ ଲୋକାଲ୍ କେସ୍ ୧୭୩୬ ରହିଛି। ଏହାକୁ ମିଶାଇ ରାଜ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି। ସେଥିରୁ ୧୪୯୩୭୯ ସୁସ୍ଥ ହୋଇଥିବା ବେଳେ ୩୮୧୫୮ ଆକ୍ଟିଭ୍ ମାମଲା ରହିଛି।
22. Mayurbhanj: 174
23. Nawarangpur: 75
24. Nayagarh: 82
25. Nuapada: 58
26. Puri: 265
27. Rayagada: 29
28. Sambalpur: 113
29. Sonepur: 90
30. Sundargarh: 201
31. State Pool: 243New Recovery: 3704
Cumulative Tested: 2860410
Positive: 188311
Recovered: 149379
Active Case: 38158— I & PR Department, Odisha (@IPR_Odisha) September 22, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୨ ପଜିଟିଭ୍ ଚିହ୍ନଟ ହୋଇଛି। ସେହିପରି କଟକରୁ ୫୮୬, ପୁରୀରୁ ୨୬୫, ଷ୍ଟେଟ୍ ପୁଲରୁ ୨୪୩, ସୁନ୍ଦରଗଡ଼ରୁ ୨୦୧, ଯାଜପୁରରୁ ୧୮୭, ମୟୂରଭଞ୍ଜରୁ ୧୭୪, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୨୮, କେନ୍ଦ୍ରାପଡ଼ାରୁ ୧୨୬, ବଲାଙ୍ଗିରରୁ ୧୧୪, ସମ୍ବଲପୁରରୁ ୧୧୩, ଅନୁଗୁଳରୁ ୧୦୭, କଳାହାଣ୍ଡିରୁ ୧୦୫, ଜଗତସିଂହପୁରରୁ ୧୦୪ ଚିହ୍ନଟ ହୋଇଛନ୍ତି।
For More Corona Updates In Odisha Stay Updated With Us.